+91-7008748499 / 9438844229

dkm3773@gmail.com / bpindialive@gmail.com

Sunday 22nd December 2024

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ଅନ୍ୟାନ୍ୟ

ପ୍ରମୁଖ ଖବର ସଂକ୍ଷେପରେ

07-Feb-2024



ଭୁବନେଶ୍ୱର :ତା୭.୩.୨୪ ରିଖ (ଭାରତ ପ୍ରସାରଣ) :-ଖବର ସଂକ୍ଷେପରେ ଦିଆଯାଇଛି।

● ଭାରତ ଯୋଡ ନ୍ୟାୟ ଯାତ୍ରା ଓଡ଼ିଶାରେ
-ଓଡ଼ିଶାରେ ପହଞ୍ଚିଲା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା।
-ଝାଡ଼ଖଣ୍ଡରୁ ଆସି ବୀରମିତ୍ରପୁରରେ ପହଞ୍ଚିଲେ ରାହୁଲ ଗାନ୍ଧି।
ହୁଳହୁଳି ପକାଇ ସିନ୍ଦୁର ଲଗାଇ ରାହୁଲଙ୍କୁ -ବନ୍ଦାପନା କଲେ ମହିଳା ।
-ବୀରମିତ୍ରପୁରରେ ସ୍ୱାଗତ ଜଣାଇଲେ ରାଜ୍ୟ କଂଗ୍ରେସ ନେତା।
-ଓଡ଼ିଶାକୁ ଆସି ଆଜି ବହୁତ ଭଲ ଲାଗୁଛି କହିଲେ ରାହୁଲ।
-ଘୃଣାର ବଜାରରେ ଆପଣମାନେ ପ୍ରେମର ଦୋକାନ ଖୋଲିଲେ।
-ଭାରତକୁ ଯୋଡ଼ିବା ମୋର ଏହି ଯାତ୍ରାର ମୂଳ ଉଦ୍ଦେଶ୍ୟ।
-ଆଦିବାସୀ, ଦଳିତ, କୃଷକ, ମହିଳାଙ୍କ ପ୍ରତି ଅନ୍ୟାୟ ପ୍ରତିବାଦରେ ଏ ଯାତ୍ରା।
-ଆଗାମୀ ଆଉ ଦିନ ଯାଏଁ ମୁଁ ଓଡ଼ିଶାରେ ରହିବି, ଲୋକଙ୍କ କଥା ଶୁଣିବି।
-ଆଜି ରାଉରକେଲାର ବେଦବ୍ୟାସ ମନ୍ଦିର ପରିଦର୍ଶନ କରିବେ ରାହୁଲ।
● ପରି ହତ୍ୟା କାଣ୍ଡ ମାମଲାର ଚୂଡାନ୍ତ ରାୟ ପ୍ରକାଶ।
 -ଅଭିଯୁକ୍ତଙ୍କୁ ୨୦ ବର୍ଷ ଦଣ୍ଡାଦେଶ ଶୁଣାଇଲେ କୋର୍ଟ।

-ଘର ସାମ୍ନାରେ ଖେଳୁଥିବା ବେଳେ ୫ ବର୍ଷର ପରୀ ହୋଇଯାଇଥିଲା ନିଖୋଜ।

-କୋର୍ଟ ରାୟକୁ ନେଇ ଜମା ଖୁସି ନୁହେଁ କହିଲେ ପରୀର ମାଆ।


-'ଜମାରୁ ଖୁସି ନୁହେଁ, ଆଦୌ ନ୍ୟାୟ ମିଳିନି' କହିଲେ ପରିର ମା।
-ଗୋଟିଏ ନିର୍ଦ୍ଦୋଷକୁ ସଜା ଦେଇଦେଲେ' କହିଲେ ପରିର ମା।
-ମୋ ଛୁଆକୁ ମାରିଦେଲେ, ଆଉ ଜଣଙ୍କ ଜୀବନ ବରବାଦ କରିଦେଲେ କହିଲେ।
-ବାବୁଲି ନାଏକ ମୋ ଛୁଆକୁ ମାରିଛି ଏବଂ ତତ୍କାଳୀନ  ମନ୍ତ୍ରୀଙ୍କ ହାତ ଅଛି ବୋଲି ସେ ଗଣମାଧ୍ୟମକୁ ପ୍ରକାଶ କଲେ।
-ଗରିବ ବୋଲି ସେମାନେ ଆମକୁ ମଣିଷ ଭାବୁନାହାନ୍ତି କହିଲେ ପରିର ମା।
-ଆମ ପାଖରେ ସମ୍ବଳ ନାହିଁ, କେବଳ ଧର୍ମରେ ଅଛୁ କହିଲେ ପରିର ମା।

● ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନାମଲେଖା ଏଣ୍ଟ୍ରାନ୍ସ ରେଜଲ୍ଡ ପ୍ରକାଶିତ।
-ଷଷ୍ଠରୁ ନବମ ଶ୍ରେଣୀ ନାମଲେଖା ଲାଗି ଏଣ୍ଟ୍ରାନ୍ସ ରେଜଲ୍ଡ ପ୍ରକାଶ।
- ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ନାମଲେଖା ରେଜଲ୍ଟ ମଧ୍ୟ ଉପଲବ୍ଧ।
- ୱେବସାଇଟ୍‌ bseodisha.ac.inରେ ରେଜଲ୍ଟ ଉପଲବ୍ଧ।
● ଢେଙ୍କାନାଳ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜୀବନ ସଜ୍ଜା।
-ଦୋଷୀ ଶଙ୍କର୍ଷଣ ଦେହୁରୀକୁ ଆଜୀବନ ଦେଲେ ସ୍ବତନ୍ତ୍ର ପକ୍ସୋ କୋର୍ଟ।
-୨୦୨୦ରେ କଙ୍କଡ଼ାହାଡ଼ ଥାନା ଅଞ୍ଚଳରେ ଘଟିଥିଲା ଦୁଷ୍କର୍ମ ଓ ହତ୍ୟା।
-୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରିଥିଲା ଶଙ୍କର୍ଷଣ।
● ଭୁବନେଶ୍ୱରରୁ ଅଯୋଧ୍ୟା ଅଭିମୁଖେ ଗଲା ଆସ୍ଥା ସ୍ପେଶାଲ୍‌ ଟ୍ରେନ୍‌
-ଶୁଭାରମ୍ଭ କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।
-ରାମଲାଲାଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ଧରି ବାହାରିଲା  ସ୍ପେଶାଲ ଟ୍ରେନ।
-ପରବର୍ତ୍ତୀ ସମୟରେ କଟକ , ପୁରୀ ଏବଂ ଭଦ୍ରକରୁ ଯିବ ଏହି ଟ୍ରେନ୍‌।

● ଧାରଣାରେ ବସିଲେ ନରସିଂହ
-ଶୂନ୍ୟକାଳରେ ଗୃହ ମଧ୍ୟଭାଗରେ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଧାରଣା।
-ବେଦାନ୍ତ ଜମି ଫେରସ୍ତ ପ୍ରସଙ୍ଗରେ ତଦନ୍ତ ଦାବି କଲେ ନରସିଂହ।
-ବାଚସ୍ପତିଙ୍କ ରୁଲିଂ ଦାବି କଲେ ନରସିଂହ।
-ଅନୁଧ୍ୟାନ ପରେ କହିବି କହିଲେ ବାଚସ୍ପତି।
-ବାଚସ୍ପତିଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ନରସିଂହଙ୍କ ଧାରଣା।
● ମହିଳା ମାଓବାଦୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ
-ମାଓ କ୍ୟାମ୍ପରେ ମହିଳା ମାଓବାଦୀଙ୍କୁ ଦିଆଯାଉଛି ଯୌନ ନିର୍ଯାତନା।
-ଯୌନ ନିର୍ଯାତନା ଅଭିଯୋଗ ଆଣି ଆତ୍ମସମର୍ପଣ କଲେ ୨ ମହିଳା ମାଓବାଦୀ।
-ବୌଦ୍ଧ ପୋଲିସ ନିକଟରେ ୨ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ।
-ଉଭୟ କେକେବିଏନ ଡିଭିଜନ ମହାନଦୀ ଏରିଆ କମିଟି ସଦସ୍ୟ।
-ଉଭୟ ଛତିଶଗଡ଼ ବିଜାପୁରର , ୫ ବର୍ଷ ତଳେ ସାମିଲ୍ ହୋଇଥିଲେ।
● ଖାଲି ପଡ଼ିଛି ରାଜ୍ୟ ସରକାରଙ୍କ ୯୮ ହଜାରରୁ ଅଧିକ ପଦବୀ।
-୪୧ ବିଭାଗରେ ମୋଟ ୯୮ ହଜାର ୩୪୮ ପଦବୀ ଖାଲି ପଡ଼ିଛି।
-ମୁକେଶ ମହାଲିଙ୍ଗଙ୍କ ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀ ପ୍ରୀତିରଂଜନ ଘଡ଼ାଇଙ୍କ ସୂଚନା।
-ସ୍ୱାସ୍ଥ୍ୟ ବିଭାଗରେ ଖାଲି ପଡ଼ିଛି ସର୍ବାଧିକ ୨୬ ହଜାର ୮୧୫ ପଦବୀ।
-ଗଣଶିକ୍ଷା ବିଭାଗରେ ୨୧, ୮୪୪ ଓ ଗୃହ ବିଭାଗରେ ୭୩୧୫ ପଦବୀ ଖାଲି।
-ରାଜସ୍ୱ ବିଭାଗରେ ୫୮୯୨ , ଉଚ୍ଚଶିକ୍ଷା ବିଭାଗରେ ୩୭୭୭ ପଦବୀ ଖାଲି।
● ୫ ବର୍ଷରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଖର୍ଚ୍ଚ କରିଛି ୮୩ କୋଟି।
-କେବଳ ହୋର୍ଡିଂ ଆଉଟଡୋର ବ୍ରାଣ୍ଡିଂରେ କୋଟିଏ ୯୩ ଲକ୍ଷ ଖର୍ଚ୍ଚ।
-ପ୍ରଚାର ପ୍ରସାର ବାବଦରେ ୯ ମାସରେ ୨୦ କୋଟି ଖର୍ଚ୍ଚ
-ମୁକେଶ ମହାଲିଙ୍ଗଙ୍କ ପ୍ରଶ୍ନର ଉତ୍ତର ରଖିଲେ ମନ୍ତ୍ରୀ ପ୍ରଦୀପ ଅମାତ।
-୯ ମାସରେ ୧୯ କୋଟି ୪୦ ଲକ୍ଷ ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର।
-ମୁଦ୍ରିତ ଗଣମାଧ୍ୟମକୁ ୧୭.୪୩ କୋଟି ଓ ବୈଦ୍ୟୁତିକ ଗଣମାଧ୍ୟମକୁ ୩୧ ଲକ୍ଷ।
● କେନ୍ଦୁଝର ରେ ମାତିଲେ ସୁନା ଲୁଟେରା*
-ଗ୍ରାହକ ଭାବେ ଆସି ୧୭ ମଙ୍ଗଳସୂତ୍ର ଧରି ଛୁ ମାରିଲେ ଲୁଟେରା।
-ତୁରୁମୁଙ୍ଗା ଥାନା ଝାରବେଡ଼ା ସ୍ଥିତ ଏକ ଜୁଏଲାରୀରୁ ଲୁଟିଲେ ଲୁଟେରା।
-ଘଟଣାସ୍ଥଳରେ ତୁରୁମୁଙ୍ଗା ପୋଲିସର ଛାନଭିନ୍‌।

● ଉତ୍ତରାଖଣ୍ଡରେ UCC ବିଲ୍‌ ଆଗତ
-ଉତ୍ତରାଖଣ୍ଡରେ ଐତିହାସି ସମାନ ନାଗରିକ ସଂହିତା ବିଲ୍‌ ଆଗତ।
-ବିଧାନସଭାରେ ବିଲ୍‌ ଆଗତ କଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ।
-ବିଲ୍ ଆଗତ ବେଳେ ବିରୋଧୀ କଂଗ୍ରେସ ବିଧାୟକଙ୍କ ହୋହଲ୍ଲା।
● ମଧ୍ୟପ୍ରଦେଶର ଏକ ବାଣ ବିସ୍ଫୋରଣ।
-ଫ୍ୟାକ୍ଟ୍ରିରେ ବିସ୍ଫୋରଣ , ୬ ମୃତ।
-ହାର୍ଦା ଜିଲ୍ଲାରେ ବାଣ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ପରେ ବିସ୍ଫୋରଣ।
-୬୦ରୁ ଅଧିକ ଆହତ ହସ୍ପିଟାଲରେ ଭର୍ତ୍ତି , ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା।

 

 

 





Advertisment

You Might Also Like