+91-7008748499 / 9438844229

dkm3773@gmail.com / bpindialive@gmail.com

Monday 23rd December 2024

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME    ଅନ୍ୟାନ୍ୟ

ରାତି ମୋର ଅତି ଆପଣାର ପୁସ୍ତକ ଲୋକର୍ପଣ

25-Feb-2024



ଭୁବନେଶ୍ୱର,୨୫.୨.୨୪ ରିଖ (ଭାପ୍ର)  ‘ରାତି ମୋର ଅତି ଆପଣାର’  ପୁସ୍ତକ ଲୋର୍କାପଣ ଉତ୍ସବ ସ୍ଥାନୀୟ ଜୟଦେବ ଭବନଠାରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବରେ ପ୍ରାକ୍ତନ ପ୍ରଶାସନିକ ଅଧିିକାରୀ ତଥା ବରିଷ୍ଠ ଗୀତିକବି ଡକ୍ଟର ରବିନାରାୟଣ ସେନାପତି ଏବଂ ଓଡିଶାର ଯଶସ୍ୱୀ ଗୀତିକବି ସଚ୍ଚି ମହାନ୍ତି ଯୋଗଦାନ କରିଥିଲେ । ଲୋର୍କାପଣ ଉତ୍ସବ ପ୍ରାରମ୍ବରେ ସମ୍ମାନିତ ଅତିଥମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ବେଦପାଠ କରିଥିଲେ ପ୍ରଜ୍ଞା ପ୍ରୟା ବୈଠାରୁ ।  ଏହି ଅବସରେ ଅତିଥିମାନଙ୍କ ଦ୍ୱାରା ଗୀତିକବି ବଂଶୀଧର ସେଠୀଙ୍କ ରଚିତ ଗୀତିକବିତା ପୁସ୍ତକ ‘ରାତି ମୋର ଅତି ଆପଣାର’ ଲୋକର୍ପଣ ହୋଇଥିଲା । ପୁସ୍ତକଟିକୁ ସମୀକ୍ଷା କରିଥିଲେ ଡକ୍ଟର ଶ୍ରୀଜୟା ଦାସ । ସର୍ବଭାରତୀୟ ସ୍ତରରେ ସର୍ବକନିଷ୍ଠ ଗୀତିକବିର ଗୌରବ ଲାଭ କରିଥିବା ଲକ୍ଷ୍ମୀନାରାୟଣ ମହାନ୍ତିଙ୍କ ସଂଗୀତ ନିର୍ଦ୍ଦେଶନା ଓ ସ୍ୱର ସଂଯୋଜନାରେ ଗୀତିକବି ଶ୍ରୀଯୁକ୍ତ ବଂଶୀଧର ସେଠୀଙ୍କ ୧୨ଟି ଗୀତକୁ ନେଇ ପୁସ୍ତୁକ ଆଲ୍‌ବମ୍ ‘ମୋ ଖୁସି ମୋ ଗୀତ ଆସର’ ହେବା ସହିତ ମଞ୍ଚରେ ଭିଡିଓ ପ୍ରଦର୍ଶିତ ହୋଇଥିଲା । ଏହି ଆଲ୍‌ବମ୍‌ରେ କଣ୍ଠଦାନ କରିଛନ୍ତି ଡକ୍ଟର ଚନ୍ଦନ ଗନ୍ତାୟତ, ଅନିନ୍ଦିତା ଦାସ, ସ୍ମରଣିକା, ଲୋପାମୁଦ୍ରା, ନେହାରିକା, ପ୍ରୟାତାମ୍‌ôା, ଲଲିତକ୍ରିଷ୍ଠା, ଶ୍ରୀନିବାସ ଓ ଚିତ୍ତରଞ୍ଜନ ସାହୁ । ମଞ୍ଚପରିଚାଳନା କରିଥିଲେ ଡକ୍ଟର ରଜନୀ ରଣସିଂହ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ କବି ବଂଶୀଧର ସେଠୀ ।





Advertisment

You Might Also Like