+91-7008748499 / 9438844229

dkm3773@gmail.com / bpindialive@gmail.com

Sunday 22nd December 2024

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ଖେଳ

ଜାତୀୟ ମିନିଗଲ୍ଫ ପୁରୁଷ ଓ ମହିଳା ବର୍ଗରେ ଓଡ଼ିଶା କୁ ସ୍ବର୍ଣ୍ଣ

09-Mar-2024



ଭୁବନେଶ୍ବର,୯.୩.୨୪(ଭାପ୍ର): ନାଗପୁରଠାରେ ଅନୁଷ୍ଠିତ ନବମ ଜାତୀୟ ମିନିଗଲ୍ଫ ପ୍ରତିେଯାଗିତାରେ ଓଡ଼ିଶା ଉଭୟ ପୁରୁଷ ଓ ମହିଳା ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଛି।  ଏଥିସହ ସାମଗ୍ରିକ ଭାବେ ମହିଳା ଦଳ ଦ୍ବିତୀୟ ସ୍ଥାନ ହାସଲ କରିଥିଲା ବେଳେ ପୁରୁଷ ଦଳ ଚତୁର୍ଥ ସ୍ଥାନ ହାସଲ କରିଛି। ଫଳରେ ପ୍ରତିଯୋଗିତାର ୮ଟି ଶ୍ରେଷ୍ଠ ଦଳ ମଧ୍ୟରେ ରହି ଓଡିଶା ମହିଳା ଓ ପୁରୁଷ ଦଳ ଉତ୍ତରାଖଣ୍ଡରେ ହେବାକୁ ଥିବା ୩୮ତମ ଜାତୀୟ ଖେଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବ।

୨୪ଜଣିଆ ଓଡ଼ିଶା ଦଳ ୧୨ସ୍ବର୍ଣ୍ଣ, ୨ ରୌପ୍ୟ ଓ ୮ଟି କାଂସ୍ୟ ପଦକ ହାସଲ କରିଛି। ଦଳଗତ ପ୍ରତିଯୋଗିତାରେ ପୁରୁଷ ଦଳର ରିତ୍ବିକ ଆନନ୍ଦ ମିଶ୍ର, ୟାଶରାୟ ପଟ୍ଟନାୟକ, ବୀନିତ ଦାସ, ସୌଭାଗ୍ୟ ଶରଣ, ଅଭିନବ ମହାନ୍ତି ଓ ରୋମିତ ରୋଶନ ପ୍ରଧାନ ଏବଂ ମହିଳା ଦଳର  ଅମ୍ରିତା ଦାସ, ଆଦ୍ୟାଶା ମିଶ୍ର, ପ୍ରିୟଦର୍ଶିନୀ ପ୍ରଧାନ, ସୌମ୍ୟାଶ୍ରୀ ରଥ, ଆସ୍ଥା ପଟ୍ଟନାୟକ ଓ ସୌନ୍ଦର୍ଯ୍ୟା ସ୍ବାଇଁ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ମହିଳା ବ୍ୟକ୍ତିଗତ ପ୍ରତିଯୋଗିତାରେ ସ୍ମୃତିେରଖା ସ୍ବାଇଁ ଓ ପୁରୁଷ ବର୍ଗରେରୋମିତ ରୋଶନ ପ୍ରଧାନ ରାଶନ ପ୍ରଧାନ କାଂସ୍ୟ ପଦକ ହାସଲ କରିଥିଲା ବେଳେ ମିକ୍ସଡ ଡବଲ୍ସରେ ବିକାଶ ଚନ୍ଦ୍ର ପଟ୍ଟନାୟକ ଓ ଅଭିପ୍ସା ପଣ୍ଡା ରୌପ୍ୟ ଜିତିଛନ୍ତି।

ଷ୍ଟ୍ରୋକ ଇଭେଣ୍ଟରେ ମହିଳା ଦଳର ପାୟଲ ପଟ୍ଟନାୟକ, ନୂପୁର ପଟ୍ଟନାୟକ, ଅଭିପ୍ସା ପଣ୍ଡା, ଆନିକା ପଟ୍ଟନାୟକ, ଲତା ସମର୍ଥା ଓ ପ୍ରିୟଦର୍ଶନୀ ପ୍ରଧାନ କାଂସ୍ୟ ପଦକ ହାସଲ କରିଛନ୍ତି। ଦଳର ଏହି ସଫଳତାରେ  ଓଡ଼ିଶା ମିନିଗଲ୍ଫ ଆସୋସିଏସନର ସଭାପତି ସତ୍ୟବ୍ରତ ମୀନକେତନ, ଉପସଭାପତି ପ୍ରସେନଜିତ ପତି, ସାଧାରଣ ସମ୍ପାଦକ ବିକାଶ ଚନ୍ଦ୍ର ପଟ୍ଟନାୟକ ଓ ଯୁଗ୍ମ ସମ୍ପାଦକ ପ୍ରଦ୍ୟୁମ୍ନ ବେହେରା ଶୁଭେଚ୍ଛା ଜଣାଇଛନ୍ତି।

ମିନିଗଲ୍ଫ ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ ଆସନ୍ତା ମେ ମାସରେ ମଧ୍ୟପ୍ରଦେଶରେ ହେବାକୁ ଥିବା ଜୁନିୟର ଓ ସବଜୁନିୟର ପ୍ରତିଯୋଗିତାରେ ଓଡ଼ିଶା ଅଂଶଗ୍ରହଣ କରିବ ବୋଲି ସମ୍ପାଦକ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।





Advertisment

You Might Also Like