+91-7008748499 / 9438844229

dkm3773@gmail.com / bpindialive@gmail.com

Monday 23rd December 2024

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ରାଜନୀତି

ବିଧାନସଭା ଓ ଲୋକସଭା ନିର୍ବାଚନ ରଣନୀତି ନେଇ କଳାହାଣ୍ଡି କଂଗ୍ରେସ କର୍ମକର୍ତ୍ତାଙ୍କ ବୈଠକ

04-Mar-2024



ଭବାନୀପାଟଣା,୪.୩.୨୪(ଭାପ୍ର):-କଳାହାଣ୍ଡି ଜିଲ୍ଲା କଂଗ୍ରେସ ସଭାପତି ଭାରତ ବେମାଲ ଙ୍କ ନେତୃତ୍ୱ ରେ ଭବାନୀପାଟଣା ସହରର ହୋଟେଲ କ୍ଲାସିକ ଅ ମରlପାଲି ରେ ସମସ୍ତ କର୍ମକର୍ତା ଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମ ରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ସମ୍ପାଦକ ତଥା ଓଡିଶା ପ୍ରଦେଶ ପ୍ରଭାରୀ ସେହେନାଜ ହୁସେନ ଚୌଧୁରୀ ଯୋଗଦେଇଥିଲେ l ତାଙ୍କଶହ ଅଖିଳ ଭାରତୀୟ କଂଗ୍ରେସ କମିଟି ର ପର୍ଯ୍ୟବେକ୍ଷ୍ୟକ ମୂଦଗର ଚୌଧୁରୀ, ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ମିତ୍ରଭାନୁ ମହାପାତ୍ର, କଂଗ୍ରେସ ଯୁବ ନେତା ସାଗର ଚରଣ ଦାଶ,କଳାହାଣ୍ଡି ପ୍ରଭାରୀ ଦ୍ୱାରିକା ମହାପାତ୍ର,ବଳଭଦ୍ର ମାଝୀ,ତୁଲେଶ୍ୱର ନାଏକ, ଦ୍ରୋପଦୀ ମାଝୀ, ଯୋଗଦେଇ ଥିଲେ l ଅନ୍ୟମାନଙ୍କ ଭିତରେ ଜିଲ୍ଲସଭାପତି ଙ୍କ ସହ ଜିଲ୍ଲା ସାଧାରଣ ସମ୍ପାଦକ, ସମ୍ପାଦକ, ଉପସଭାପତି, ବ୍ଲକ ସଭାପତି, ସମସ୍ତ ସେଲ ର କର୍ମକର୍ତା ମାନେ ଉପସ୍ଥିତ ଥିଲେ l

ବୈଠକ ରେ ଆଗାମୀ ସାଧାରଣ ନିର୍ବାଚନ ରେ କଂଗ୍ରେସ ସମସ୍ତ ବିଧାନସଭା ଓ ଲୋକସଭା ରେ କିପରି ଭଲ ପ୍ରଦର୍ଶନ କରିବ ସେ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା l ସେହିପରି ସମଗ୍ର ପଶ୍ଚିମ ଓଡ଼ିଶାରେ ଅଧିକ ରୁ ଅଧିକ ସିଟ ହାତେଇ ହେବ ତାକୁ ଦୃଷ୍ଟିରେ ରଖି ଯୋଜନା ମୁତାବକ ସମସ୍ତେ ମତଭେଦ ଭୁଲି ଏକତ୍ରିତ ହୋଇ ନିର୍ବାଚନ ଲଢ଼ିବାକୁ ସେହେନାଜ ହୁସେନ ଆହ୍ୱାନ ଦେଇଥିଲେ l ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ବାଗ ସମସ୍ତେ କଂଗ୍ରେସ ଦଳର ନୀତି ଆଦର୍ଶ କୁ ପାଥେୟ କରି ଏକତ୍ରିତ ଭାବେ ନିର୍ବାଚନ ରେ ସକ୍ରିୟ ଅଂଶଗ୍ରହଣ କରିବାକୁ ମତ ଉପସ୍ଥାପନ କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ l





Advertisment

You Might Also Like