+91-7008748499 / 9438844229

dkm3773@gmail.com / bpindialive@gmail.com

Tuesday 8th July 2025

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ରାଜନୀତି

ପ୍ରଦେଶ ମହିଳା କଂଗ୍ରେସର ନୂତନ କର୍ମକର୍ତା ଓ ଜିଲ୍ଲା ସଭାପତି ନିଯୁକ୍ତ

11-Mar-2024



ଭୁବନେଶ୍ୱର, ୧୧.୩.୨୪(ଭାପ୍ର):- ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ  ମିନାକ୍ଷୀ ବାହିନୀପତିଙ୍କ ପ୍ରସ୍ତାବକ୍ରମେ ଅଖିଳ ଭାରତ ମହିଳା କଂଗ୍ରେସର ସଭାନେତ୍ରୀ  ଅଳକା ଲାମ୍ବା ପ୍ରଦେଶ ମହିଳା କଂଗ୍ରେସର ନୂତନ ରାଜ୍ୟ କର୍ମକର୍ତା ଏବଂ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛନ୍ତି । 

ଉପ ସଭାନେତ୍ରୀ : – ସଂଗୀତା ସିଂଦେଓ, ପ୍ରଣତୀ ମିଶ୍ର, ଦେବସ୍ମିତା ସାମଲ, ଜ୍ୟୋତିର୍ମୟୀ ବାଗ, ଜବାମଣି ଟୁଡୁ, ଶୋଭାମୟୀ ସିଂ

ସାଧାରଣ ସଂପାଦିକା :-ସ୍ନେହଲତା ଚୌଧୁରୀ, ସିଲି ସେଠୀ, ଶ୍ରୀୟାସ୍ମିତା ପଣ୍ଡା, ମୋନାଲିସା ଦାସ, ଅମିତାବାଳା ଆଚାର୍ଯ୍ୟ, ନମିତା ମାଝୀ, ସୁପ୍ରଭା ବରାଇ, ସୁକାନ୍ତି ସରାଫ, ମହେନ୍ଦ୍ରୀ ସାହୁ, ରିତାଶ୍ରୀ ମହାନ୍ତି, ସ୍ନେହଲତା ମହାପାତ୍ର, ବାସନ୍ତୀ ସାମଲ, ମିନତି ନାୟକ, ନିଳିମା ଅଗ୍ରୱାଲା, ମାଧବୀ ସେନାପତି

ସମ୍ପାଦିକା:-ଲିପ୍ସାଚାନ୍ଦ ପଲାଇ, କିରଣବାଳା ମହାନ୍ତି, ସ୍ୱର୍ଣ୍ଣଲତା ବାନରା, ଗୋରେତି ଖେସ, ସୁଦିପ୍ତା ଦାସ, ଗୌରୀ ଦାସ, ଲତା ନାୟକ, ନଳିନୀ ଜାଲ, ମଞ୍ଜୁଲତା ମିଶ୍ର, ପଦ୍ମାବତି ମାଣ୍ଡାଗି, ସୁନିତା ନାୟକ, ଗୀତାଞ୍ଜଳି ପାଣିଗ୍ରାହୀ, ଦିପ୍ତିରାଣୀ ପ୍ରଧାନ, କବିତା ପ୍ରିୟ ଦର୍ଶିନୀ ଦାଶ, ବିଦୁଲତା ଅଚାର୍ଯ୍ୟ, ଇତିଶ୍ରୀ ମିଶ୍ର, ମିତାରାଣି ମଲ୍ଲିକ, ସୁନିତା ଲାକ୍ରା, ସୁନିତା ବାଗ, ସରସ୍ୱତୀ ସାହୁ, କଳ୍ପନା ପଣ୍ଡା

ଜିଲ୍ଲା କଂଗ୍ରେସ ସଭାପତି :- ଅନୁଗୁଳ-ସବିତା ଧୀର, ବଲାଙ୍ଗିର- ମିର୍ଲାନୀ ସାହୁ, ବାଲେଶ୍ୱର- ପ୍ରଜ୍ଞା ପରମିତା ମହାନ୍ତି, ବରଗଡ଼-ମୌସୁମୀ ସାହୁ, ଭଦ୍ରକ- ସବିତା ଚାନ୍ଦ, ଭୁବନେଶ୍ୱର- ଗିତାଞ୍ଜଳି ମହାନ୍ତି, ବୌଦ୍ଧ- କବିତା ମହାକୁଡ, କଟକ- ଅମ୍ରିତା ସିଂ, କଟକନଗର- କଳ୍ପନା ସେନ, ଦେଓଗଡ଼- ଲିତା ଆଚାର୍ଯ୍ୟ, ଢ଼େଙ୍କାନାଳ- ସ୍ମିତାରାଣୀ ସାମଲ, ଗଜପତି- ସସ୍ମିତା ନାୟକ, ଗଞ୍ଜାମ ପୂର୍ବ- ବନଜା ପଣ୍ଡା, ଗଞ୍ଜାମ ପଶ୍ଚିମ- ସ୍ୱରୂପା ତ୍ରିପାଠୀ, ଜଗତସିଂହପୁର- ପ୍ରିୟମମ୍ବଦା ପାଣି, ଝାରସୁଗୁଡ଼ା- ଡଲି କାନ୍ଦୁଲାନା, ଯାଜପୁର- ଆରତି ଦେଓ, କଳାହାଣ୍ଡି- ମାର୍ଜିନା ପ୍ରଧାନ, କେନ୍ଦୁଝର- ପ୍ରବୀଣା ଦଣ୍ଡାପାଟ, କନ୍ଧମାଳ- ରୁଦା ମଲ୍ଲିକ, କେନ୍ଦ୍ରାପଡ଼ା- ଜିନତ ପ୍ରିୟଦର୍ଶିନୀ ରାଉତ, ଖୋର୍ଦ୍ଧା- ଝୁନା କୁମାରୀ ପଟ୍ଟନାୟକ, କୋରାପୁଟ- ନଳିନୀ ରଥ, ମାଲକାନଗିରି- ପୁଷ୍ପା ପୋଡ଼ିଆମି, ମୟୁରଭଞ୍ଜ ପଶ୍ଚିମ- ନିଳିମା ପ୍ରିୟଦର୍ଶିନୀ ସୋରେନ, ମୟୁରଭଞ୍ଜ ପୂର୍ବ- ସୁସ୍ମିତା ଘୋଷାଲ, ନବରଙ୍ଗପୁର- ଗିତାରାଣି ସମ୍ରତ, ନୟାଗଡ଼- ସସ୍ମିତା କୁମାର ଦାଦ, ନୂଆପଡ଼- ସୀମା କୁମ୍ଭାର, ପୁରୀ- ନିରୁପମା ପାତ୍ର, ରାୟଗଡ଼ା-ଅମ୍ବିକା ମାଝୀ, ରାଉରକେଲା- ଗୀତା ସିଂ, ସମ୍ବଲପୁର-ବିଜୟଲକ୍ଷ୍ମୀ ବେହେରା, ସୁବର୍ଣ୍ଣପୁର- ଭବାନୀ ଦୀପ,  ସୁନ୍ଦରଗଡ଼- ସରୋଜିନୀ ବାକ୍ରା ।

କାର୍ଯ୍ୟନିର୍ବାହୀ ସଦସ୍ୟା :-ପ୍ରତିମା କର, ରଞ୍ଜିତା ରାଉତ, କୁସୁମ ପ୍ରଧାନ, ପ୍ରଭାବତି ପଟ୍ଟନାୟକ, ଶୁଭଶ୍ରୀ ପଣ୍ଡା, ସୁବାସିନୀ ମହାକୁଡ଼, ରୁପାଦିପ୍ତା ମହାପାତ୍ର, ପ୍ରଭାତି ମିଶ୍ର, ମନଜାମଞ୍ଜରୀ ଦେବୀ, ଦୌପ୍ରଦୀ ମାଝୀ, ପ୍ରତିମା ପଣ୍ଡା, ଉର୍ବସୀ ମିଶ୍ର, ଅର୍ଚ୍ଚନା ନନ୍ଦି, ସୁଲୋଚନା ନାୟକ, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ଶିଳ୍ପିଶ୍ରୀ ହରିଚନ୍ଦନ, ନିରୁପମା ଦାସ, କନକଲତା ମଲ୍ଲିକ, ରିନା ସ୍ୱାଇଁ, ଅର୍ଣ୍ଣପୂର୍ଣ୍ଣା ସାହୁ, ସୁଜ୍ଞାନି ପଟ୍ଟନାୟକ, ଏମଏ ପରୱିନ, ଅମିତା ବିଶ୍ୱାଳ, ରଞ୍ଜିତା ଜୋଶୀ, ମୁନି ଥାପା, ମୋତି କୈବର୍ତ, ବିନ୍ଧ୍ୟାବିନୀ ସାହୁ, ସୁର୍ଯ୍ୟକାନ୍ତି ବାଗ, ହାରାବତୀ ଗଣ୍ଡ, ଆରତୀ ସ୍ୱାଇଁ, ଶ୍ରିୟା ମହାନ୍ତି, ମଧୁସ୍ମିତା ପରିଡ଼ା, ନିଲକମଲ ସେଠୀ, ବିଳାସିନୀ ନାୟକ, ବିଶ୍ୱକଲ୍ୟାଣୀ କର, ଜୟଶ୍ରୀ ପାତ୍ର, ସୁର୍ଯ୍ୟକାନ୍ତି ବାଗ, ରଞ୍ଜିତା ହେମ୍ବ୍ରମ,

ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟା :-ସୁଶିଳା ତିରିଆ, ସରସ୍ୱତୀ ହେମ୍ବ୍ରମ, ବିଜୟଲକ୍ଷ୍ମୀ ସାହୁ, ସସ୍ମିତା ବେହେରା, ଅଜୟନ୍ତୀ ପ୍ରଧାନ, ରତ୍ନମଣି ଉଲ୍ଲାକା, ବନ୍ଦିତା ପରିଡ଼ା, ରଶ୍ମି ମହାପାତ୍ର, ପ୍ରତିମା ମଲ୍ଲିକ, ନଳିନୀ ବେହେରା, ସ୍ୱାଗତିକା ପଟ୍ଟନାୟକ, ମଧୁସ୍ମିତା ସେଠୀ।





Advertisment

You Might Also Like