+91-7008748499 / 9438844229

dkm3773@gmail.com / bpindialive@gmail.com

Tuesday 24th December 2024

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ରାଜନୀତି

ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ଅଗ୍ରଗତି: ବିଜେଡି

04-Mar-2024



ଭୁବନେଶ୍ୱର,୪.୩.୨୪ (ଭାପ୍ର):-ରାଜ୍ୟରେ ରାଜ୍ୟ ରାଜପଥ ୪୧୨୪ କିମି, ଜିଲ୍ଲା ମୁଖ୍ୟ ରାସ୍ତା ୨୬୩୧ କିମି ଓ ଜିଲ୍ଲାର ଅନ୍ୟ ରାସ୍ତା ୧୮,୮୦୯ କିମି ରହିଛି ।
ରାଜ୍ୟରେ ବିଜୁ ଏକ୍ସପ୍ରେସ ୱେ ଉତ୍ତର ଦକ୍ଷିଣ କରିଡରରେ ୬୩୮ କିମି
ନିର୍ଦ୍ଧାରିତ ରାସ୍ତାରୁ ୬୩୫ କିମି ତିଆରି ସମ୍ପୂର୍ଣ୍ଣ ହୋଇଛି । ସେହିପରି ବିଗତ ଚାରି/ପାଞ୍ଚ ବର୍ଷରେ ୨୦୪ ବ୍ରିଜ ନିର୍ମାଣ, ୧୩ ରୋଡ଼ ଓଭରବ୍ରିଜ, ୧୨ ଚେକ ଡ୍ୟାମ ଓ ୮୨୦୭ କିମି ରାସ୍ତାର ଉନ୍ନତି କରଣ ହୋଇଛି ।ଗତ ଏକ
ଦଶନ୍ଧିରେ ବିଜୁ ସେତୁ ଯୋଜନାରେ ୧୪୧୫ ଟି ବ୍ରିଜ ନିର୍ମାଣ ହୋଇଛି
ବୋଲି ଆଜି ଶଙ୍ଖଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ଜାତୀୟମୁଖପାତ୍ର ଡଃ ସଂତୃପ୍ତ ମିଶ୍ର ।

ଶ୍ରୀ ମିଶ୍ର କହିଛନ୍ତି ଯେ,ନେତାଜୀ ସୁବାଷ ବୋଷ ଓ ବାବା ସାହେବ ଆମ୍ବେଦକରଙ୍କ ନାମରେ ଯଥାକ୍ରମେ କଟକ ଓ ଭୁବନେଶ୍ୱରରେ ଅତ୍ୟାଧୁନିକ ବସ ଷ୍ଟାଣ୍ଡ ନିର୍ମାଣ ହୋଇଛି । ବିମାନ ବନ୍ଦର ଭିତ୍ତିଭୂମି କ୍ଷେତ୍ରରେ ମାଲକାନଗିରି, ରଙ୍ଗେଇଲୁଣ୍ଡା ନିର୍ମାଣ ହୋଇଛି । ଭୁବନେଶ୍ୱର ବିମାନ ବନ୍ଦରକୁ ଅନ୍ତର୍ଜାତୀୟ ବିମାନ ବନ୍ଦର ଭାବେ ରୂପାନ୍ତିକରଣ କରାଯାଇଛି ।

ସେହିପରି ୧୪,୨୭୭ ପ୍ରକଳ୍ପ ମାଧ୍ୟମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯାଇଛି । ଅନ୍ୟ ପଟେ ପାଞ୍ଚଟି ମହାନଗର ସମେତ ୧୦୯ଟି ନଗରରେ ଶତ ପ୍ରତିଶତ ନଳ ଯୋଗେ ପାନୀୟ ଜଳ ଯୋଗାଣ ହୋଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, କୃଷି ଭିତ୍ତିଭୂମି କ୍ଷେତ୍ରରେ ବଲାଙ୍ଗୀରରେ ଲୋୟର
ଶୁକତେଲ, ବରଗଡ଼ରେ ଗଙ୍ଗାଧର ମେହର ଲିଫ୍ଟ ଇରିଗେସନ ସମ୍ବଲପୁରରେ
ହଳଦିଆ ଡ୍ୟାମ ଇତ୍ୟାଦି ନିର୍ମାଣ ହୋଇଛି । କ୍ରୀଡା ଭିତ୍ତିଭୂମି କ୍ଷେତ୍ରରେ ସର୍ବ ବୃହତ କ୍ରୀଡା ବିଜ୍ଞାନ କେନ୍ଦ୍ର ଓ ଏସିଆର ସର୍ବ ବୃହତ ଇଣ୍ଡୋର ଆଥଲେଟିକ
କେନ୍ଦ୍ର ନିର୍ମାଣ ହୋଇଛି । ସେହିପରି ୨୦ ହକି ପ୍ରଶିକ୍ଷଣ କେନ୍ଦ୍ର ନିର୍ମିତ ହୋଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଦଳରଭିଅନ୍ୟତମ ଜାତୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ଉପସ୍ଥିତ ଥିଲେ।





Advertisment

You Might Also Like