+91-7008748499 / 9438844229

dkm3773@gmail.com / bpindialive@gmail.com

Monday 7th July 2025

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ରାଜ୍ୟ

ଫେବୃଆରୀ ୨୬ରେ ବି ଏମ ସି ଅଫିସ ଘେରାଉ କରିବେ ସଫେଇ କର୍ମଚାରୀ

19-Feb-2024



ଭୁବନେଶ୍ୱର ୧୯.୨.୨୪ (ଭାପ୍ର) - ଭୁନେଶ୍ବର ମହାନଗର ନିଗମ ରେ ସଫାଇ କର୍ମଚାରୀ ଏବଂ ଡି ଏଲ ଆର/ କାଜୁଆଲ ଶ୍ରମିକ ଭାବରେ ଦୀର୍ଘ ୨୫ ରୁ ଉର୍ଦ୍ଧ୍ବ ବର୍ଷ ଧରି କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କୁ ସ୍ଥାୟୀ ରେଗୁଲାର ନିଯୁକ୍ତି ଦେବା, ବକେୟା ଇ ପି ଏଫ୍ ଟଙ୍କା ତୁରନ୍ତ ଡୀପୋଜିଟ କରିବା, ସମସ୍ତଙ୍କ ପାଇଁ ଇ ଏସ ଆଇ ସ୍କିମ ଲାଗୁ କରିବା,   ଜାତୀୟ ଛୁଟି ପ୍ରଦାନ କରିବା, ରିଟାଏଡମେଣ୍ଟ ବେନିଫିଟ ଓ ଗ୍ରାଚୁଇଟି ପ୍ରଦାନ କରିବା, ଆଉଟ୍ ସୋର୍ଶିଂ ଠିକାଦାରୀ ଉଚ୍ଛେଦ କରି ସମସ୍ତ କର୍ମଚାରୀଙ୍କୁ ବି ଏମ୍ ସି ଅଧୀନ କୁ ଆଣିବା, ଡ୍ରାଇଭର ମାନଙ୍କୁ ସ୍କୁଲ ୱାର୍କର୍ ମଜୁରୀ ପ୍ରଦାନ କରିବା ଇତ୍ୟାଦି ଦାବିନେଇ ଆସନ୍ତା ଫେବୟାରୀ ୨୬ ତାରିଖରେ ଭୁବେଶ୍ୱର ମହାନଗର ନିଗମ ର ମୁଖ୍ୟ ଦପ୍ତର ଘେରାଉ କରାଯିବ । 
   ସିଟୁ ଶହ ବନ୍ଧିତ୍ ବି ଏମ୍ ସି ୱାର୍କର୍ସ ୟୁନିୟନର ସଭାପତି ତଥା ସି ଆଇ ଟି ୟୁ ର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିଷ୍ଣୁ ମହାନ୍ତି ଙ୍କ ସଭାପତିତ୍ୱରେ ଆଜି ସ୍ଥାନୀୟ ଶ୍ରମିକ ଭବନରେ ଆୟୋଜିତ ସଂଘର କାର୍ଯକାରୀ କମିଟି ବୈଠକରେ ନିଷ୍ପତି ନିଆଯାଇଛି। ଫେବୃଆରୀ ୨୫ ତାରିଖ ଦିନ ସାରା ରାଜ୍ୟର ବିଭିନ୍ନ ମହାନଗର ନିଗମ, ମୟନସିପାଲଟି, ଏନ ଏ ସି ରେ କାର୍ଯ୍ୟରତ ସଫେଇ କର୍ମଚାରୀ ସଂଘର କର୍ମକର୍ତ୍ତା ମାନଙ୍କର ବୈଠକ ଅନୁଷ୍ଠିତ ହେବ ଏବଂ ଏହି ଲଢେଇ ସମଗ୍ର ରାଜ୍ୟରେ ଶ୍ରମିକ ମାନଙ୍କ ହକ ଦାବି ହାସଲ ପାଇଁ ଚାଲିବ। ଆଜିର ଏହି ବୈଠକର ସି ଟୁ ର ରାଜ୍ୟ ସମ୍ପାଦକ ଶ୍ରୀ ପ୍ରଦୀପ୍ତ ନାୟକ  ସଫେଇ କର୍ମଚାୀମାନଙ୍କ ନାଜ୍ୟ ଦାବୀ ହାସଲ ପାଇଁ ଆନ୍ଦୋଳନ କୁ  ଜୋରଦାର କରିବାକୁ ଆହ୍ବାନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସଂଘର ବରିଷ୍ଠ ଉପ ସଭାପତି ସତ୍ୟାନନ୍ଦ ବେହେରା, ବଳରାମ ନାୟକ,  ସାଧାରଣ ସମ୍ପାଦକ ଗୁରୁବାରି ନାୟକ ଏବଂ ସମସ୍ତ କାର୍ଯକାରୀ କମିଟି ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ । 

 





Advertisment

You Might Also Like