ରବିବାର, ୧ ନଭେମ୍ବର ୨୦୨୬
ଆଜିର ମହାବୀର ପଞ୍ଜିକା ଅନୁସାରେ କାର୍ତ୍ତିକ ମାସ କୃଷ୍ଣପକ୍ଷ ସପ୍ତମୀ ତିଥି। ଆଜିର ତିଥି, ନକ୍ଷତ୍ର, ଶୁଭ ଓ ଅଶୁଭ ସମୟ ସହିତ ମେଷଠାରୁ ମୀନ ପର୍ଯ୍ୟନ୍ତ ସମସ୍ତ ୧୨ଟି ରାଶିର ଦୈନିକ ରାଶିଫଳ ଜାଣନ୍ତୁ।
🌼 ଆଜିର ପଞ୍ଜିକା 🌼
ତାରିଖ: ୧ ନଭେମ୍ବର ୨୦୨୬
ବାର: ରବିବାର
ଶକାବ୍ଦ: ୧୯୪୮
ସମ୍ବତ୍: ୨୦୮୩
ଦିଲ୍ଲୀଶ୍ୱରାବ୍ଦ: ୧୪୩୪
ସମ୍ବତ୍ସର: ରୌଦ୍ର
ଚାନ୍ଦ୍ରମାସ: କାର୍ତ୍ତିକ
ପକ୍ଷ: କୃଷ୍ଣପକ୍ଷ
ତିଥି: ସପ୍ତମୀ, ଦିବା ଘ୦୩/୩୦ ପରେ ଅଷ୍ଟମୀ
ନକ୍ଷତ୍ର: ପୁନର୍ବସୁ, ଦିବା ଘ୦୬/୫୭ ପରେ ପୁଷ୍ୟା
ଚନ୍ଦ୍ର ରାଶି: କର୍କଟ
ଯୋଗ: ସାଧ୍ୟ
କରଣ: ବବ
ସୌରମାସ: ତୁଳା, ୧୬ ଦିନ
🌅 ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ
ସୂର୍ଯ୍ୟୋଦୟ: ପ୍ରାତଃ ୫:୫୨:୨୯
ସୂର୍ଯ୍ୟାସ୍ତ: ସନ୍ଧ୍ୟା ୫:୧୦:୩୬
🪔 ଆଜିର ଶୁଭ ଓ ଅଶୁଭ ସମୟ
କାଳବେଳା ଓ ବାରବେଳା
ଦିବା ୧୦:୧୦ରୁ ଅପରାହ୍ଣ ୧:୦୫ ପର୍ଯ୍ୟନ୍ତ।
ବିଶୁଦ୍ଧ ଅମୃତ ବେଳା
ପ୍ରାତଃ ୬:୩୯ରୁ ୯:୦୪ ପର୍ଯ୍ୟନ୍ତ।
ଅପରାହ୍ଣ ୧:୦୬ରୁ ୩:୨୬ ପର୍ଯ୍ୟନ୍ତ।
ରାତ୍ରି ୭:୩୫ରୁ ୯:୧୦ ପର୍ଯ୍ୟନ୍ତ।
ବିଶୁଦ୍ଧ ମାହେନ୍ଦ୍ର ବେଳା
ଅପରାହ୍ଣ ୪:୧୫ରୁ ୫:୦୪ ପର୍ଯ୍ୟନ୍ତ।
ଅନ୍ୟାନ୍ୟ ପଞ୍ଜିକା ସୂଚନା
ଯୋଗିନୀ ସ୍ଥିତି: ବାୟବ୍ୟ କୋଣରେ, ଦିବା ଘ୦୩/୩୦ ପରେ ଐଶାନ୍ୟ କୋଣରେ।
ଘାତବାର: ମେଷ ରାଶି ପାଇଁ ଘାତବାର।
ଶ୍ରାଦ୍ଧ: ସପ୍ତମୀ ତିଥିର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।
ଆଜିର ଖାଦ୍ୟ ନିଷେଧ: ତାଳ ଭକ୍ଷଣ ନିଷେଧ।



