Latest news
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାରାଜ୍ୟ ଯୁବ କଂଗ୍ରେସ ସଭାପତି ପଦ ନିର୍ବାଚନରୁ ଓହରିଲେ ଆଲୋକ ଦାଶ, କଲେ ରାଜ୍ୟ ସାଧାରଣ ସମ୍ପାଦକ ପାଇଁ ନୋମିନେସନଯୁବ କଂଗ୍ରେସ ସଭାପତି ଦୌଡ଼ରେ ୬ ପ୍ରାର୍ଥୀ, ନୋମିନେସନ ତାରିଖ ୧୫କୁ ଘୁଞ୍ଚିଲାତୁରନ୍ତ ଥଇଥାନ ଓ କ୍ଷତିପୂରଣ ପ୍ରଦାନ କରନ୍ତୁ ସରକାରଓଡ଼ିଶା ପ୍ରେସ୍ ଆକ୍ରେଡିଟେସନ୍ କମିଟିର ପୁନର୍ଗଠନ ଦାବି, ଦୁଇ ମାସ ମଧ୍ୟରେ କମିଟି ଗଠନ ପାଇଁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶ
DEMOThis is a demo edition. News and images are provided as examples only.
Odisha

ରାଜ୍ୟ ଯୁବ କଂଗ୍ରେସ ସଭାପତି ପଦ ନିର୍ବାଚନରୁ ଓହରିଲେ ଆଲୋକ ଦାଶ, କଲେ ରାଜ୍ୟ ସାଧାରଣ ସମ୍ପାଦକ ପାଇଁ ନୋମିନେସନ

ରାଜ୍ୟ ଯୁବ କଂଗ୍ରେସ ସଭାପତି ପଦ ନିର୍ବାଚନରୁ ଓହରିଲେ ଆଲୋକ ଦାଶ, କଲେ ରାଜ୍ୟ ସାଧାରଣ ସମ୍ପାଦକ ପାଇଁ ନୋମିନେସନ

ରାଜ୍ୟ ଯୁବ କଂଗ୍ରେସ ସଭାପତି ପଦ ନିର୍ବାଚନରୁ ଓହରିଲେ ଆଲୋକ ଦାଶ, କଲେ ରାଜ୍ୟ ସାଧାରଣ ସମ୍ପାଦକ ପାଇଁ ନୋମିନେସନ

ରାଜ୍ୟ ଯୁବ କଂଗ୍ରେସ ସଭାପତି ପଦ ନିର୍ବାଚନରୁ ଓହରିଲେ ଆଲୋକ ଦାଶ, କଲେ ରାଜ୍ୟ ସାଧାରଣ ସମ୍ପାଦକ ପାଇଁ ନୋମିନେସନ

ଭୁବନେଶ୍ୱର, ୭/୧୧(ଭାରତ ପ୍ରସାରଣ): ରାଜ୍ୟ ଯୁବ କଂଗ୍ରେସ ସଭାପତି ନିର୍ବାଚନ ପାଇଁ ଆସନ୍ତା କାଲି ପ୍ରାର୍ଥୀପତ୍ର ଦାଖଲ ଶେଷ ଦିବସ ଥିବାବେଳେ ଓଡ଼ିଶାରେ ଭୟାବହ ବନ୍ୟା ପରିସ୍ଥିତି ନେଇ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ପାର୍ଥୀ ପତ୍ର ଦାଖଲ ସମୟର ଅବଧି ଘୁଞ୍ଚାଯାଇଛି।

ଜାତୀୟ ଯୁବ କଂଗ୍ରେସ ରାଜ୍ୟ ସଭାପତି ପାର୍ଥୀ ଭାବେ ୯ ଜଣଙ୍କୁ ଚୟନ କରି ସେମାନଙ୍କ ନାମ ତାଲିକା ପ୍ରକାଶ କରିଥିଲା। ଏହାରି ମଧ୍ୟରେ ସେମାନଙ୍କ ମଧ୍ୟରୁ ଆଜି ପର୍ଯ୍ୟନ୍ତ ୬ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଆଲୋକ ଦାଶ ସଭାପତି ପଦ ନିର୍ବାଚନରୁ ଓହରି ରାଜ୍ୟ ସାଧାରଣ ସମ୍ପାଦକ ପଦ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ନୋମିନେଶନ ଦାଖଲ କରିଛନ୍ତି। 

ସୂଚନାଯୋଗ୍ୟ ଆଲୋକ ଦାଶ ଦୀର୍ଘଦିନରୁ କଂଗ୍ରେସ ଦଳ ସହ ଜଡ଼ିତ ରହି ଶୃଙ୍ଖଳା ଏବଂ ନିଷ୍ଠାର ସହ ନିର୍ଭୀକ ଭାବେ କାର୍ଯ୍ୟ କରୁଛନ୍ତି। ସେ ଜଣେ ଟାଣୁଆ ଯୁବନେତା। ସେ ପୁରୀ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଭାବେ ସୁଚାରୁରୂପେ କାର୍ଯ୍ୟ କରିଛନ୍ତି। ଅଧୁନା ଜାତୀୟ ଯୁବ କଂଗ୍ରେସ ସଂଯୋଜକ ଭାବେ ପଶ୍ଚିମ ବଙ୍ଗଳାର ଯୁବ କଂଗ୍ରେସ ପ୍ରଭାରୀ ରୂପେ କାର୍ଯ୍ୟ ଜାରି ରଖିଛନ୍ତି।ଯୁବ କଂଗ୍ରେସର ସବୁ ଆନ୍ଦୋଳନ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥାନ୍ତି। ତେଣୁ ଯୁବ କଂଗ୍ରେସ ସମ୍ପାଦକ ଭାବେ ଜିତିବା ନିଶ୍ଚିତ ବୋଲି ସୂଚନା ମିଳୁଛି। ଯଦିଓ ଏ ପର୍ଯ୍ୟନ୍ତ ରାଜ୍ୟ ସାଧାରଣ ସଂପାଦକ ନିର୍ବାଚନରେ ୪୮ ଜଣ ପାର୍ଥୀ ନୋମିନେସନ ଦାଖଲ କରିଛନ୍ତି।
← Previous storyଯୁବ କଂଗ୍ରେସ ସଭାପତି ଦୌଡ଼ରେ ୬ ପ୍ରାର୍ଥୀ, ନୋମିନେସନ ତାରିଖ ୧୫କୁ ଘୁଞ୍ଚିଲା